30.1 C
Bhubaneswar
Thursday, February 12, 2026
Homeଓଡିଶାଘର ସହ ଜଳିଗଲା ଝିଅ ବାହାଘର ପାଇଁ ଥିବା ଟଙ୍କା

ଘର ସହ ଜଳିଗଲା ଝିଅ ବାହାଘର ପାଇଁ ଥିବା ଟଙ୍କା

ଭୁବନେଶ୍ୱର : ଘର ସହ ଜଳିଗଲା ଝିଅ ବାହାଘର ପାଇଁ ଥିବା ଟଙ୍କା । ଉଦଳା ଥାନା ବାଉଂଶପାଳ  ଗାଁରେ ଘର ଜଳି ପରିବାର ସର୍ୱସ୍ୱାନ୍ତ ହୋଇପଡିଛି । ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ଟଙ୍କା ଜଳି ଯାଇଥିବା ଅଭିଯୋଗ ହୋଇଛି । ବିଳଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking