19.1 C
Bhubaneswar
Saturday, December 28, 2024
Homeଓଡିଶାନିଳାଚଳ ଇସ୍ପାତ କାରଖାନା ପରିସରରୁ ନିଖୋଜ: ମାଟି ତଳୁ ଉଦ୍ଧାର ଶବ

ନିଳାଚଳ ଇସ୍ପାତ କାରଖାନା ପରିସରରୁ ନିଖୋଜ: ମାଟି ତଳୁ ଉଦ୍ଧାର ଶବ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଂଚଳ ରେ ଥିବା ନିଳାଚଳ ଇସ୍ପାତ କାରଖାନା ରେ ନିଖୋଜ ହୋଇ ଥିବା
କର୍ମଚାରୀଙ୍କ ମୂତ ଶରୀର କାରଖାନା ପରିସର ରୁ ପୋଲିସ ଉଦ୍ଧାର କରିଛି l ଏହା ଏକ ସୁକ୍ଲପିତ ହତ୍ୟା କାଣ୍ଡ ବୋଲି ସନ୍ଦେହ କରାଯାଉଛି l ଗତ ବୁଧବାର ଦିନ ସିଲୁ ପ୍ରଧାନ ଡ୍ୟୁଟି କରିବା ପାଇଁ ନିଳାଚଳ ଇସ୍ପାତ କାରଖାନା କୁ ଯାଇ ଥିଲା l କାରଖାନା ସି ସି କ୍ୟାମେରା l ରେକଏଦୀ ରହିଥିଲା l ଶିଲୁ ପ୍ରଧାନ କାରଖାନା ରୁ ଆଉ ଫେରି ନଥିଲା l ନୀଳାଞ୍ଚଳ ପ୍ଲାଣ୍ଟ ର ନୂତନ ସାମ୍ପ୍ରସରଣ ପାଇଁ ନର ବଳି ସନ୍ଦେହକରାଯାଉଛି ବୋଲି କୁହାଯାଉି କିନ୍ତୁ ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ ଘେର କୁ ଆସିଛି.୧ ନିରୀହ ଯୁବକୁ ଠିକା ସଂସ୍ଥା ର କର୍ମଚାରୀ ମାନେ ମାରି ଦେଇ . ଶବ କୁ ଗାୟବ କରିବା ପାଇଁ କାରଖାନା ର ନିଛାଟିଆ ସ୍ଥାନ ରେ ପୋତି ଡିଆ ଯାଇଥିଲା . ସୂଚନା ମୁତାବକ ଗତ ୩୦ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ବ୍ରାହ୍ମଣ ବାଟି ଗ୍ରାମ ର ଅକ୍ଷୟ ପ୍ରଧାନ ଙ୍କ ପୁଅ ସିଲୁ ପ୍ରଧାନ ଡିଉଟି କରିବାକୁ ଆସି ନିଖୋଜ ହୋଇଯାଇଥିଲେ. ଦୁଇ ଦିନ ପରେ ପରିବାର ଲୋକ ଆସି କମ୍ପାନୀ ର ସି ସି ଟିଭି ଯାଞ୍ଚ ପରେ ପୁଅ କମ୍ପାନୀରେ ଏଣ୍ଟ୍ରି ହୋଇ ଆଉ ବାହାରି ନ ଥିବା ଦେଖିବାକୁ ପାଇଥିଲେ.ଏଥିରେ ତାଙ୍କର ସନ୍ଦେହ ବଢିବାର ଲାଗିଥିଲା. ଏ ସଂପର୍କ ରେ କଳିଙ୍ଗ ନଗର ଥାନା ରେ ପରିବାର ପକ୍ଷ ରୁ ଅଭିଯୋଗ କରି ଥିଲେ l ପୋଲିସ ପକ୍ଷ ରୁ ତଦନ୍ତ ଆରମ୍ବ ହୋଇ ଥିଲା। ପରିବାର ଲୋକେ ନିଳାଚଳ କାରଖାନା ସମୁଖ ରେ ଧାରଣା ରେ ବସିଥିଲେ. ଓ ସ୍ଥାନୀୟ ଲୋକ ମାନେ ମଧ୍ୟ୍ ସାମିଲ ଥିଲେ ଉତେଜନା ପାଇବାରୁ ଘଟଣା ସ୍ଥଳ ରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ଯାଜପୁର ଏସପି ନିଜେ ତଦନ୍ତ କରି ଥିଲେ କାରଖାନା ପରିସର ରେ ତନଖି କରି ଥିଲେ।କମ୍ପାନୀ ଆଉ କିଛି ଉପାୟ ନ ପାଇଁ ଶେଷରେ ପିଲାଟିର ରେ କାର୍ଯ୍ୟ କରୁଥିବା ସମୟରେ ମୁର୍ତୁ ହୋଇଥିବା ସୂଚନା ଦେଇଥିଲା. ଏବଂ ପିଲାଟିକୁ କମ୍ପାନୀ କ୍ୟାମ୍ପାସ ଭିତରେ ଥିବା ବ୍ଲିଚଙ୍ଗ ପ୍ଲାଣ୍ଟ ପାଖ ଜଙ୍ଗଲ ରେ ପୋତି ଦେଇଥିବା ସୂଚନା ମିଳିଥିବା ଜଣାପଡିଛି. ଏଥିରୁ ସଂନ୍ଦେହ ହେଉଛି ଯେ ଆଗାମୀ ୨୯ ତାରିଖ ରେ ଥିବା କମ୍ପାନୀ ସମ୍ପ୍ରସା ରଣ ଥିବାରୁ କମ୍ପାନୀ ତରଫରୁ ନର ବଳି ଦିଆଯାଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି. ଏଠି ପ୍ରଶ୍ନ ଉଠୁଛି ଯେ ଯଦି ନୀଳାଞ୍ଚଳ ଭେଣ୍ଡର ସତ୍ୟମ ଏଣ୍ଟର ପ୍ରାଇଜେସ ଅଧୀନ ରେ ହେଲପେର ଭାବରେ କାର୍ଯ୍ୟ କରୁଥିବା ବେଳେ ନିରୀହ ପିଲା ଟିର ଜୀବନ ଚାଲିଗଲା ସତ କିନ୍ତୁତଥ୍ୟ ଲୁଚାଇବା ପାଇଁ ଶବକୁ କମ୍ପାନୀ ଭିତରେ ପୋତି ଦେଲା କାଇଁକି.? କମ୍ପାନୀ ରେ ସିସି ଟିଭି ଥାଇ ଓ କଡା ସିକୁରିଟି ଥାଇ ମଧ୍ୟ ଏଭଳି ଅମାନୁଷିକ ଘଟଣା ଘଟିଲା କିପରି. ଏହା ଏକ କମ୍ପାନୀ ର ଏକ ପ୍ରାୟୋଜିତ ଘଟଣା ନୁଁହେତ. ଗୋଟେ ପୁଅ କୁ ମାରିଦେଇ ଟା ପରିବାର କୁ ୧୫ ଲକ୍ଷ୍ୟ ଟଂକା କ୍ଷତି ପୂରଣ ଦେବା କେତେଦୂର ଯୁକ୍ତି ଯୁକ୍ତ.ଏହା ସାଧାରଣପ୍ରଶ୍ନ ବlଚି ସୃଷ୍ଟି କରିଛି l . ପ୍ରଶାସନ ତରଫରୁ ସି ବି ଆଇ ତଦନ୍ତ ହୁଏ ତେବେ ସତ ସାମ୍ନା କୁ ଆସିବ ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ଦେଖିବାକୁ ମିଳୁଛି. ଏଭଳି ଏକ ଅମାନୁଷିକ କାଣ୍ଡ ଘଟାଇଥିବା କି ଉଦ୍ଦେଶ୍ୟ ରହୁଚି ତାହା ମଧ୍ୟ ପ୍ରଶ୍ନ ଉଠିଛି . ଠିକା ସଂସ୍ଥା ର ସୁପର ଭାଇଜ ର କୁ ପଚାର ଉଚlର ବେଳେ ଶବକୁ ପୋତି ଡିଆ ଯାଇଚି ବୋଲି କହିବାରୁ ସବ କୁ ମାଟି ତଳୁ ଉଦ୍ଧାର କାରା ଗଲା ଆଉ ଏକ ପ୍ରଶ୍ନ ଉଠେ ସୀଲୁ ତାହାର ବାକିଆ ପାଉଣା ମାଗି ବରୁ ତାକୁ ମାଡ଼ ମାରି ମାରି ଦେଇ ସବ କୁ ପୋତି ଡିଆ ଜାଇଛି ବୋଲି ଶୁଣା ଯାଉଚି ଏହି ଘଟଣା ରେ ପୋଲିସ ୫ ଜଣ ଙ୍କୁ ଥାନ ରେ ଅଟକ ରଖି ତଦନ୍ତ କରୁଛି l ଉତ୍ତେଜନା ପୂର୍ଣ୍ଣ ଥିବାରୁ କାରଖାନା ସମ୍ମୁକ ରେ ପୋଲିସ ବ୍ୟାପକ ମୁତୟନ କାରା ଯାଇଚି l ଏହା ଏକ ହତ୍ୟା ନା ପ୍ରାୟୋଜିତ ମୂଳକ ହତ୍ୟା ତାହା ଏବେ ସନ୍ଦେହ ଘେରରେ. ରହିଛି ପୋଲିସ ସତ୍ୟା . କଣ ପର୍ଦ୍ଦା ଫାର୍ସ କରୁଚି ଦେଖି ବାକୁ ବାକି ରହିଲା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking