35.1 C
Bhubaneswar
Thursday, April 2, 2026
Homeଅପରାଧମଝି ରାସ୍ତାରେ ଅଧ୍ୟାପକଙ୍କୁ ହାଣିଲେ ଦୁର୍ବୃତ୍ତ

ମଝି ରାସ୍ତାରେ ଅଧ୍ୟାପକଙ୍କୁ ହାଣିଲେ ଦୁର୍ବୃତ୍ତ

ମୟୂରଭଞ୍ଜ : ମେଘାସନ ଡିଗ୍ରୀ କଲେଜର ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ। ମଝି ରାସ୍ତାରେ ବାଇକରେ ଦୁଇ ଜଣ ଯୁବକ ଆସି ଅଧ୍ୟାପକଙ୍କୁ ହାଣିଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲା ଉଦଳା–ପୋଡାହାଟ ନିକଟ ଏନଏଚ କୁକୁରଡିମା ଛକରେ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଫଳରେ ଅଧ୍ୟାପକଙ୍କ କାନ୍ଧରେ ଭୂଜାଲି ବାଜିଥିବାରୁ ଆହତ ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧ୍ୟାପକ ଜଣଙ୍କ ହେଲମେଟ୍‌‌ ପିନ୍ଧିଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking