17.1 C
Bhubaneswar
Wednesday, February 11, 2026
Homeଅପରାଧଶ୍ରେଣୀଗୃହରେ ପଶି ଛାତ୍ର ଓ ଶିକ୍ଷକଙ୍କୁ ମାଡ ମାରିଲେ ଦୁର୍ବୃତ୍ତ

ଶ୍ରେଣୀଗୃହରେ ପଶି ଛାତ୍ର ଓ ଶିକ୍ଷକଙ୍କୁ ମାଡ ମାରିଲେ ଦୁର୍ବୃତ୍ତ

ନୟାଗଡ : ଛାତ୍ର ଓ ଶିକ୍ଷକଙ୍କୁ ମାଡ ମାରିଲେ ଦୁର୍ବୃତ୍ତ । ଶ୍ରେଣୀଗୃହ ଭିତରକୁ ଭିଡିଆମି ମାଡ ମାରିଲେ । ୧୫ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ୨ ଛାତ୍ର, ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ମାଛିପଡା ଶ୍ୟମବନ୍ଧୁ ହାଇସ୍କୁଲରେ ଦୁର୍ବୃତ୍ତଙ୍କ ଦାଦାଗିରି ।

ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାକୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking