19.1 C
Bhubaneswar
Wednesday, February 11, 2026
Homeଓଡିଶାଗଣମାଧ୍ୟମ ପ୍ରକୋଷ୍ଠ ଉଦଘlଟିତ

ଗଣମାଧ୍ୟମ ପ୍ରକୋଷ୍ଠ ଉଦଘlଟିତ

ଯାଜପୁର: ଜାତୀୟ ପ୍ରେସ ଡେ ଅବସର ରେ ଯାଜପୁର ରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଏହି ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରାଜସ୍ବ ବିଭାଗ ର ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜାତୀୟ ପ୍ରେସ ଡେ ର ଶୁଭେଛା ଜଣାଇଥିଲେ। ଏହି ଅବସରରେ ଯାଜପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟ ଙ୍କ ସମେତ ଜିଲ୍ଲାର ବହୁ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking