27.1 C
Bhubaneswar
Saturday, October 19, 2024
Homeଅପରାଧମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ; ମାର ତଣ୍ଟି ଚିପି ହତ୍ୟା କଲା

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ; ମାର ତଣ୍ଟି ଚିପି ହତ୍ୟା କଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ସିମୁଳିଆ ଥାନା ତାଳପଦା ଗାଁରେ ଚାଞ୍ଚଲ୍ୟ । ମାର ତଣ୍ଟି ଚିପି ହତ୍ୟା କଲା ପୁଅ । ସିମୁଳିଆ ଥାନାରେ ବୋହୂ ଅଭିଯୋଗ କରିବା ପରେ ପୁଲିସ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଘରେ ଖାଇବା ପିଇବାକୁ ନେଇ ଅଧିକାଂଶ ସମୟ କଳହ ଲାଗି ରହୁଥିଲା । ଖାଇବାକୁ ମାଛ ଦେଲାନି ବୋଲି ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଜଣକ ମାର ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି । ତେବେ ବୋହୂର ଅଭିଯୋଗ ପରେ ପୁଅକୁ ପୁଲିସ ଥାନାରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking