28.1 C
Bhubaneswar
Friday, September 27, 2024
Homeଓଡିଶାନେତା କହିଲେ ବିଜେଡି ପରାଜୟର ୯ କାରଣ

ନେତା କହିଲେ ବିଜେଡି ପରାଜୟର ୯ କାରଣ

ଭୁବନେଶ୍ୱର : ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶଙ୍କ ବଡ ବୟାନ । ବିଜେଡି ପରାଜୟର କାରମ କହିଲେ ଅବିନାଶ ସାମଲ । ବିଜେଡି ପରାଜୟର ୯ କାରମ କହିଲେ ଅଭିନାଶ । ଅଧିକ ଆତ୍ମବିଶ୍ୱାସ ବିଜେଡି ପରାଜୟର ପ୍ରଥମ କାରଣ । ନିର୍ବାଚନ ସମୟରେ ସମନ୍ୱୟର ଅଭାବ ଥିଲା । ଦଳର ବରିଷ୍ଠ ନେତା ଏକାଠି ହୋଇନଥିଲେ । ସରକାର ବିରୋଧୀ ହାୱା ରହିଥିଲା । ସୋସିାଲ ମିଡିଆର ବିନିଯୋଗ କରିପାରିଲୁନି । ଶେଷ ୨ରୁ ୩ ମାସ ଯଥେଷ୍ଟ କାମ ହେଲାନି । ପାର୍ଟି ସୁପ୍ରିମୋ ସବୁ ଅଞ୍ଚଳକୁ ଗଲେ ନାହିଁ । ମୈଦାନକୁ ଯାଇଥିଲେ ମନୋବଳ ବଢିଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking