14.1 C
Bhubaneswar
Sunday, December 7, 2025
Homeଓଡିଶାଖୋଲିଲା କୋଣାର୍କ ମନ୍ଦିର

ଖୋଲିଲା କୋଣାର୍କ ମନ୍ଦିର

ଭୁବନେଶ୍ୱର : କୋଣାର୍କ ମନ୍ଦିର ବୁଲିପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ବାତ୍ୟା ପାଇଁ ଗତକାଲି ଓ ଆଜି ବନ୍ଦ ଘୋଷଣା ହୋଇଥିଲା । ପୁରୀ ଜିଲ୍ଲାରେ ଦାନା ର ପ୍ରଭାବ ସେଭଳି ନଥିଲା । ତେଣୁ ଆଜି କୋଣାର୍କ ମନ୍ଦିର ଖୋଲିବାକୁ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ସାମ୍ଭାବ୍ୟ ବାତ୍ୟାକୁ ନେଇ ବନ୍ଦ ରହିଥିଲା କୋଣାର୍କ ମନ୍ଦିର । ବିଶେଷ କିଛି ଏହାର ପ୍ରଭାବ ଓଡିଶାରେ ନପଡିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking