15.1 C
Bhubaneswar
Saturday, December 6, 2025
Homeଓଡିଶାଖୋଲିଲା ହୀରାକୁଦ ଗେଟ୍‌

ଖୋଲିଲା ହୀରାକୁଦ ଗେଟ୍‌

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା । ହୀରାକୁଦରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପର୍ଯ୍ୟାୟକ୍ରମେ ୧୨ଚି ଗେଟ ଖୋଲା ଯିବ । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯.୫୪ ଫୁଟ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking