ଭୁବନେଶ୍ୱର: କେନ୍ଦୁଝର ଓ ଦେବଗଡ଼ରେ ରହିଛି ସୁନା ଖଣି । ଦେବଗଡ଼ର ରାମପଲି ଅଞ୍ଚଳରେ ସୁନା ଖଣି ର ସନ୍ଧାନ ମିଳିଛି । କେନ୍ଦୁଝରର ଗପୁର – ଗଜିପୁରରେ ସୁନା ଖଣି ସନ୍ଧାନ । ଆଜି ବିଧାନସଭାର ସପ୍ତମ ଦିନ । ଶାନ୍ତି, ଶୃଙ୍ଖଳାରେ ଚାଲିଛି ଶୀତକାଳୀନ ଅଧିବେଶନ ବିଧାନସଭା । ଗୃହରେ ବାଚସ୍ପତିଙ୍କ ଉପସ୍ଥିତିରେ ଚାଲିଛି ଅଧିବେଶନ । ସମସ୍ତ ଦଳର ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ତିତି ଅଛନ୍ତି । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାୟକ ମାନେ ପ୍ରଶ୍ନକାରୁଥିବା ବେଳେ ,ବିଧାୟିକା ଉପାସନା ମହାନ୍ତି ପ୍ରଶ୍ନ କରିଥିବା ବେଳେ ମନ୍ତ୍ରୀ ମାନେ ଏହାର ଉତ୍ତର ରଖୁଛନ୍ତି । ତେବେ ସୁନାଖଣି କୁ ନେଇ ମନ୍ତ୍ରୀ ବିଧାନସଭାରେ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର ରଖିଛନ୍ତି ।










