29.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶରାଜ୍ୟ ସଭାରେ ଉଠିଲା ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ

ରାଜ୍ୟ ସଭାରେ ଉଠିଲା ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ

ନୂଆଦିଲ୍ଲୀ : ରାଜ୍ୟ ସଭାରେ ଉଠିଲା ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ । ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ମାର୍ଚ୍ଚ ୫ରୋ ଓଡିଶାରେ ଛୁଟି ଘୋଷଣା  ଓ ଜାତୟ ସ୍ତରରେ ପଞ୍ଚାୟତିରାଜ ଦିବସ ପାଳନକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ପରିବର୍ତ୍ତନ କରାଯାଇଥିବାରୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking