30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜାରି ରହିବ ଇସ୍ରାଏଲ- ହମାସ ଯୁଦ୍ଧ

ଜାରି ରହିବ ଇସ୍ରାଏଲ- ହମାସ ଯୁଦ୍ଧ

ନୂଆଦିଲ୍ଲୀ : ଜାରି ରହିବ ଇସ୍ରାଏଲ- ହମାସ ଯୁଦ୍ଧ। ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ବର୍ଷେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ରଚିଥିଲେ ହମାସ୍ ଆତଙ୍କୀ। ଆକାଶ ମାର୍ଗରୁ ଓହ୍ଲାଇ ଘରେ ପଶି ସାଧାରଣ ଲୋକ, ମହିଳା ଓ ଛୋଟପିଲାଙ୍କୁ ଖୋଜି ଖୋଜି ଅତି ନୃଶଂସତାର ସହ ହତ୍ୟାକାଣ୍ଡ ଭିଆଇଥିଲେ। ଏହାର ଜବାବରେ ଗାଜାରେ ଥିବା ହମାସ୍ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ୍ । ତେବେ ଏହାକୁ ବର୍ଷେ ପୂରିଥିଲେ ସୁଦ୍ଧା ଏହି ଯୁଦ୍ଧ ଜାରି ରହିବ। ଏଭଳି କିଛି କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହେଲଭି। ଏପଟେ ବର୍ଷପୂର୍ତ୍ତି ପୂର୍ବରୁ ପୁଣି ସ୍ଥିତି ଜାହିର କରିଛି ହମାସ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking