38.4 C
Bhubaneswar
Saturday, April 11, 2026
Homeଓଡିଶାଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି

ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି

ପୁରୀ: ୧୩ ଏପ୍ରିଲ,ସୋମବାର ଠାରୁ ଆରମ୍ଭ ହେବ ଭିତର ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି । ଆଜି ଶେଷ ହେବ ବାହାର ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତି । ସାଢ଼େ ୧୧ଟାରେ ଆରମ୍ଭ ହେବ ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା। ଗତକାଲି ପ୍ରାୟ ୮୦ରୁ ୯୦ ଭାଗ ଗଣତି କାର୍ଯ୍ୟଶେଷ ହୋଇଛି। ମଣି ମାଣିକ୍ୟକୁ ଗଣିବା, ଫୋଟୋ, ଭିଡିଓ,3D ମ୍ୟାପିଙ୍ଗ,E କାଟାଲୋଗ କରିବାକୁ ସମୟ ଲାଗୁଛି। ଆସନ୍ତାକାଲି ରବିବାର ଭିଡକୁ ଦୃଷ୍ଟିରେ ରଖି ବନ୍ଦ୍ ରହିବ ରତ୍ନ ଗଣତି କାର୍ଯ୍ୟ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking