27.1 C
Bhubaneswar
Monday, May 5, 2025
Homeଓଡିଶାଘଟଣାକୁ ଅଣଦେଖା କରାଯାଉଛି: ପ୍ରସନ୍ନ

ଘଟଣାକୁ ଅଣଦେଖା କରାଯାଉଛି: ପ୍ରସନ୍ନ

ଭୁବନେଶ୍ୱର: ସୁନ୍ଦରଗଡରେ ଖଣି ଚୋରି ପ୍ରସଙ୍ଗରେ ସରକାରକୁ ଟର୍ଗେଟ କଲେ ବିରୋଧୀ ଦଳ ଉପନେତା । ସରକାର ଘଟଣାକୁ ଅଣଦେଖା କରୁଛନ୍ତି । ରାଜ୍ୟର ଭୂମିତଳୁ ଲୁଟ ଚାଲିଛି  କହିଛନ୍ତି ପ୍ରସନ୍ନ ଆଚାଯ୍ୟ  । ଜନପ୍ରତିନିଧି ସରକାରଙ୍କୁ ଚିଠି ଲେଖି ସାରିଛନ୍ତି । ମାଫିଆଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନି । ଏପଯ୍ୟନ୍ତ କିଛି କାଯ୍ୟାନୁଷ୍ଠାନ ହୋଇନି । ଏଥିରେ ବହୁତ ବଡବଡ ବ୍ୟବସାୟୀ ସମ୍ପୃକ୍ତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking