26.7 C
Bhubaneswar
Thursday, April 9, 2026
Homeଓଡିଶାଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା : ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଧାନଘେରା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ମୃତ ଯୁବକ ହେଲେ ସଞ୍ଜନ ବେହେରା । ବୁଧବାର ଦିନରୁ ନିଖୋଜ ଥିଲେ ଯୁବକ । ଘଟଣା ସ୍ଥଳରେ ଉଦଳା ପୁଲିସର ତଦନ୍ତ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking