ଭୁବନେଶ୍ୱର : ପ୍ରତାପ ଜେନାଙ୍କୁ ସୁପ୍ରିମ ଝଟକା ପରେ ବିଜେପି ମୁଖପାତ୍ରଙ୍କର ପ୍ରତିକ୍ରିୟା ରହିଛି । କହିଛନ୍ତି, ଆଇନର ହାତ ଲମ୍ବା , ତତ୍କାଳୀନ ଆଇନ ମନ୍ତ୍ରୀ ଗଳାବାଟରେ ଖସିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୂର୍ୱ ସରକାର ସାକ୍ଷୀ ସଫା ଅଭିଯାନ ଚଳାଇଥିଲେ କହିଛନ୍ତି ମନୋଜ । ପୁନଃ ବିଚାର ପାଇଁ ପୋଲିସକୁ ସୁଯୋଗ ମିଳିଛି । ଦୋଷୀ ଦଣ୍ଡ ପାଇବେ ।