29.1 C
Bhubaneswar
Tuesday, November 26, 2024
Homeଓଡିଶାଆବାସ ପାଇଁ ସର୍ଭେ କରିବେ ସରକାର: ମନ୍ତ୍ରୀ

ଆବାସ ପାଇଁ ସର୍ଭେ କରିବେ ସରକାର: ମନ୍ତ୍ରୀ

ଭୁବନେଶ୍ୱର: ଆବାସ ପାଇଁ ସର୍ଭେ କରିବେ ସରକାର। ହିତାଧିକାରୀମାନଙ୍କୁ ଚିହ୍ନଟ ପାଇଁ ନୂଆ ସର୍ଭେ କରାଯିବ। ଏ ନେଇ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା। ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ଘର ପାଇଁ କାର୍ଯ୍ୟାଦେଶ । ବାଦ ପଡିଥିବା ୫୦୯୬୩ ହିତାଧିକାରୀଙ୍କ ଦରଖାସ୍ତ ବିଚାର କରାଯିବ । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପିଏମ ଆବାସ ଯୋଜନାକୁ ନେଇ ବଡ ଖବର ରଖିଥିଲେ ବିଧାନସଭାରେ । ଯୋଜନାରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । କେବଳ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପିଏମ ଆବାସ । ଏ ନେଇ ଆଜି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା । ତେବେ ଏହି ପରିପେକ୍ଷୀରେ ନୂଆ ସର୍ଭେ ସରକାର କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking