25.1 C
Bhubaneswar
Monday, December 8, 2025
Homeଓଡିଶାସରକାର କହିଲେ ଆପାର୍ଟମେଣ୍ଟ ଭାଙ୍ଗିବୁ

ସରକାର କହିଲେ ଆପାର୍ଟମେଣ୍ଟ ଭାଙ୍ଗିବୁ

ଭୁବନେଶ୍ୱର : ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ କହିଲେ ମେୟର । ବେଆଇନ ଆପାର୍ଟମେଣ୍ଟ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ମନ୍ତବ୍ୟ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ବିଏମସି ତାକୁ ମାନିବ । ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡିବ । ବିଏମସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ । ସରକାର ଯଦି କ୍ଷତିପୂରଣ ଦେବେ, ଆମକୁ ଅନୁମତି ଦେଲେ ଭାଙ୍ଗିଦେବୁ କହିଲେ ସୁଲୋଚନା ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking