ଭୁବନେଶ୍ୱର: ସରକାର ଆଜି ଭୟଭୀତ । ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି , ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ସ୍ୱର ଉତ୍ତୋଳନ ଅଧିକାର ଅଛି । ଶାନ୍ତିପୂଣ୍ଣ ଆନ୍ଦୋଳନ ବେଳେ ଲୁହବୁହା ଗ୍ୟାସ ପ୍ରୟୋଗ ହେଲା । ବୁଲେଟ ଫାୟାର ହୋଇଥିବା ବିଜେଡି ଅଭିଯୋଗ କରିଛି । ବୁଲେଟ ଫାୟାରରେ ୧୦୦ରୁ ଅଧିକ ଆହତ । ପୁଲିସ ଠାରୁ ଏପରି ବ୍ୟବହାର କେବେ ବି ଆଶା ନଥିଲା । ସରକାରଙ୍କ ଚାମଚଗିରି କରିବା ବନ୍ଦ କରୁ ପୋଲିସ ।









