ଭୁବନେଶ୍ୱର : ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜାଲାନ୍ସ ଗିରଫ କରିଛି । ୧୦ଟି ଫ୍ଲାଟ୍,୭ଟି ପ୍ଲଟ୍, ଅଢେଇ କେଜି ସୁନା ଠାବ ହୋଇଥିଲା । ୩୭୦ ଗ୍ରାମ ହୀରା,୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ନଗଦ ୬ ଲକ୍ଷ ଟଙ୍କା, ୨ ଦାମୀ କାର୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।










