16.1 C
Bhubaneswar
Sunday, December 7, 2025
Homeଓଡିଶାଶ୍ରୀମନ୍ଦିରକୁ ବାହାରିଲା  ପ୍ରଥମ କାଠ

ଶ୍ରୀମନ୍ଦିରକୁ ବାହାରିଲା  ପ୍ରଥମ କାଠ

ନୟାଗଡ : ପୁରୀ ଶ୍ରୀମନ୍ଦିରକୁ ବାହାରିଲଲା ପ୍ରଥମ କାଠ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଗଲା । ପ୍ରଥମ ପଯ୍ୟାୟରେ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ଗଲା । ସରସ୍ୱତୀ ପୂଜା ପୂର୍ୱରୁ ରଥଖଳାରେ ଖଆଠ ପହଞ୍ଚିବା  ବିଧି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking