30.1 C
Bhubaneswar
Tuesday, May 6, 2025
Homeଓଡିଶାପୁଅ ସାମ୍ନାରେ ଚାଲିଗଲେ ବାପା

ପୁଅ ସାମ୍ନାରେ ଚାଲିଗଲେ ବାପା

କଣ୍ଟାବାଞ୍ଜି: ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ । ବଙ୍ଗୋମୁଣ୍ଡା ରାସ୍ତାରେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । +୨ ପରୀକ୍ଷା ଦେବାକୁ ବାଇକରେ ବାପାଙ୍କ ସହ ଯାଉଥିଲେ । ପୁଅ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ମେଡିକେଲରେ ଭର୍ତ୍ତି । ଅଜଣା ଗାଡି ଧକ୍କା ଦେଇ ଫେରାର । ଘଟଣାସ୍ତଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking