19.1 C
Bhubaneswar
Tuesday, February 10, 2026
Homeଓଡିଶାଶବକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ

ଶବକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ

ବୌଦ୍ଧ: ହସ୍ପିଟାଲରୁ କାନ୍ଧରେ ବୋହି ଶବ ନେଲେ ପରିବାର ଲୋକେ। ବୌଦ୍ଧ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୌଦ୍ଧ ମାନମୁଣ୍ଡା ଥାନା କର୍ମା ପଦର ଗାଁର  ଠାକୁର ମେହେର ପୋଖରୀରେ ବୁଡ଼ିଯାଇଥିଲେ। ପରିବାର ଲୋକତାଙ୍କୁ ପୋଖରୀରୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଷ୍ଟ ମୋର୍ଟମ ପାଇଁ ପୋଲିସଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋବେ ବହୁ ସମୟ ଅପେକ୍ଷା କଲା ପରେ ବି ପୋଲିସ ଆସିନଥିବାରୁ ପରିବାର ଲୋକ ମୃତଦେହକୁ କାନ୍ଧରେ ବୋହି  ନେଇଛନ୍ତି। ଅନ୍ୟପଟେ ମହାପ୍ରଣାୟ ଗାଡ଼ି  ଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ ଗାଡି ନେବାକୁ ମନା କରିଥିବା ଖବର ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking