Homeଓଡିଶାଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ : ପ୍ରଭାତୀ ପରିଡା ଓଡିଶାଭୁବନେଶ୍ୱର ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ : ପ୍ରଭାତୀ ପରିଡା By Ona Khabara 09/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଲଣ୍ଡନରୁ ଫେରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ । ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଆସିବେ ବିଦେଶୀ ନିବେଷକ । Share FacebookTwitterPinterestWhatsAppLinkedinReddItTelegram Previous articleବିଜେଡି ପରାଜୟ ପଛରେ ୩ଟି କାରଣ: ରାଜେନ୍ଦ୍ର ଢୋଲକିଆNext articleଭୁବନେଶ୍ୱର ଲଭ ଜିହାଦ : ମନସୁରର ମାୟାଜାଲ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା ଓଡିଶା ରାଜ୍ୟରେ ୨ ଯାଏଁ ଝଡ଼ବର୍ଷା: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓଡିଶା ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ତରଫରୁ ବିକ୍ଷୋଭ ଓଡିଶା ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ଦେଇଥାଏ ବ୍ୟୟ ମଞ୍ଜୁରୀ ବିଲ୍ : ମୁଖ୍ୟମନ୍ତ୍ରୀ