28.1 C
Bhubaneswar
Saturday, July 26, 2025
Homeଓଡିଶାଆରମ୍ଭରୁ ଝୁଣ୍ଟିଲା କଂଗ୍ରେସର ଜିଲ୍ଲା ସଂଗଠନ

ଆରମ୍ଭରୁ ଝୁଣ୍ଟିଲା କଂଗ୍ରେସର ଜିଲ୍ଲା ସଂଗଠନ

ଭୁବନେଶ୍ୱର: ଆରମ୍ଭରୁ ଝୁଣ୍ଟିଲା କଂଗ୍ରେସର ଜିଲ୍ଲା ସଂଗଠନ । ଦୁଇ ଦିନ ପୂର୍ୱରୁ  ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ସମସ୍ତ ୩୩ ସାଂଗଠନିକ  ଜିଲ୍ଲା କଂଗ୍ରେସ କମିଟିର  ନୂତନ ସଭାପତିଙ୍କ ନାଁ ଘୋଷଣା  କରିଥିଲେ । ଆଜି ଏହାକୁ  ରଦ୍ଦ କରାଯାଇଥିବା ନେଇ ପିସିସି ପକ୍ଷରୁ  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।  ଏଆଇସିସିର ବିନା ଅନୁମତିରେ  ଜିଲ୍ଲା ସଭାପତି ଘୋଷଣା ହୋଇପାରିବ ନାହିଁ । ତେଣୁ ଅନ୍ତରୀଣ ଜିଲ୍ଲା ସଭାପତି ମାନଙ୍କୁ ଏବେ ଜିଲ୍ଲା  ସଂଯୋଜକ ଭାବେ ନିଯୁକ୍ତି କରିଛି ଦଳ । ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ ନେଇ  ପ୍ରକ୍ରିୟା ଆରମ୍ଭ  ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking