25.1 C
Bhubaneswar
Thursday, October 24, 2024
Homeଓଡିଶାଆସନ୍ତା କାଲି  ବଦଳିବ ବର୍ଷାର ଦିଗ

ଆସନ୍ତା କାଲି  ବଦଳିବ ବର୍ଷାର ଦିଗ

ଭୁୁବନେଶ୍ୱର: ଆସନ୍ତା କାଲି  ବଦଳିବ ବର୍ଷାର ଦିଗ । ପାଣିପାଗ  ବିଭାଗ  ଜାରି କରିଛି ନୂଆ ଖବର । ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।  ୯ ଜିଲ୍ଲାକୁ ରେଡ ଆଲର୍ଟ  ଜାରି କରାଯାଇଛି ।  ଅନୁଗୁଳ, ଢେଙ୍କାନାଳ ଓ ପୁରୀକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ଅତି  ଭୀଷଣ  ବର୍ଷା ସମ୍ଭାବନା ରହିଛି । କଟକ, ଜଗତସିଂହପୁର, ଖୋର୍ଦ୍ଧାରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି ।  ୨୫ ଓ ୨୬ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking