17.1 C
Bhubaneswar
Sunday, December 7, 2025
Homeଓଡିଶାଫେଲ ମାରିଛି ଗୁଇନ୍ଦା: ସୋଫିଆ

ଫେଲ ମାରିଛି ଗୁଇନ୍ଦା: ସୋଫିଆ

କଟକ: କଟକ ଗଣ୍ଡଗୋଳକୁ ନେଇ ସୋଫିଆ ଫିର୍ଦ୍ଦୋସ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୋଲିସ ହେଡକ୍ୱାର୍ଟରରେ ଏଭଳି ଘଟମା ଘଟିବା ନିନ୍ଦନୀୟ । ଆଗୁଆ ସୂଚନା ନଥିଲା , ଫେଲ ମାରିଛି ଗୁଇନ୍ଦା । ଶାନ୍ତି ବଜାୟ  ରଖିବାପାଇଁ ପ୍ରାଥମିକତା ଦିଆଯାଉ । ପୋଲିସ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଉ । ଅନ୍ୟପଟେ କଟକ ବିଶୃଙ୍ଖଳା ଘଟଣାରେ  ସାଂସଦ ଭର୍ତ୍ତୁହରି ମହତାବ କହିଛନ୍ତି, କିଛି ଅସାମାଜିକ ଲୋକ ଜେଲରୁ ମୁକୁଳିଥିଲେ । ସେମାନଙ୍କୁ କିଛି ଲୋକ  ବିଶୃଙ୍ଖଳା ପାଇଁ ଉସୁକାଇଥିଲେ । ମୋ ପାଖରେ ଯାହା ସୂଚନା ଥିଲା ଜଣାଇଥିଲି । କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ , ଆଗରୁ ଚିହ୍ନଟ ଦରକାର ଥିଲା । ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଶାନ୍ତି ଫେରାଇ ଆଣିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking