33.1 C
Bhubaneswar
Wednesday, March 18, 2026
Homeଓଡିଶାବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ ଥାନା  ବାଲିଜୋରୀ ଗାଁ ଜମି ମଝିରେ ଜଣେ ଯୁବକଙ୍କ କ୍ଷତାକ୍ତ  ମୃତଦେହ  ଠାବ ହୋଇଛି ।   ଏହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ମୃତକ ବାଲିଜୋରୀ ଗାଁର ବୀରେନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । ସେ ଗାଁରେ ଟ୍ରାକ୍ଟର ଚଲାଉଥିଲେ। ଖବର ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୀରେନ୍ଦ୍ରଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking