26.1 C
Bhubaneswar
Monday, December 15, 2025
Homeଓଡିଶାବନ୍ଦ ଘରେ ଅଧ୍ୟାପିକାଙ୍କ ମୃତଦେହ

ବନ୍ଦ ଘରେ ଅଧ୍ୟାପିକାଙ୍କ ମୃତଦେହ

କଟକ : ଘର ଭିତରୁ ବନ୍ଦ ଅଛି । ଆଉ ତା ଭିତରେ ଅଛି ଜଣେ ଅଧ୍ୟାପିକାଙ୍କ ମୃତଦେହ । ତେବେ ପୁଲିସ ଏନେଇ ଖବର ପାଇ କବାଟ ଭାଙ୍ଗିବା ସହ ମୃ୍ତଦେହକୁ ଉଦ୍ଧାର କରିଛି । କଟକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ାଘରୁ  ସମ୍ପୃକ୍ତ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି । କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking