29.1 C
Bhubaneswar
Friday, June 28, 2024
Homeଓଡିଶାପଡ଼ିଆରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ପଡ଼ିଆରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ମୟୂରଭଞ୍ଜ : ବାରିପଦା ସଦର ଥାନା ଅନ୍ତର୍ଗତ ରାଜାବସା ପଡିଆରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ମହିଳାଙ୍କର କେହି ଜୀବନ ନେଇ ସେଠାରେ ପକାଇ ଥିବା ସନ୍ଦେ କରାଯାଉଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ମୃତ ତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ତଦନ୍ତ କରୁଛି । ମୃତକ ମହିଳା ଜଣକ ସେହି ରଜାବସା ଗ୍ରାମର ଗୋଲାପି ଟୁଡୁ କେହି ଦୁର୍ବୁତ୍ତ ମହିଳାଙ୍କ ଜୀବନ ନେଇଥିବା ସନ୍ଦେହ କରୁଛି ପୋଲିସ । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଜାରି ରଖୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking