18.1 C
Bhubaneswar
Thursday, December 11, 2025
Homeଓଡିଶାଦୁଷ୍କର୍ମୀକୁ ୨୦ ବର୍ଷ ସଜା

ଦୁଷ୍କର୍ମୀକୁ ୨୦ ବର୍ଷ ସଜା

କେନ୍ଦୁଝର: ନାବାଳକ ଦିଷ୍କର୍ମ ମାମଲାରେ ୨୦ ବର୍ଷ ସଜା । ଦୋଷୀ ଗୁଲସନ ମହାକୁଡକୁ ୨୦ ବର୍ଷ ସଜା ଶୁଣାଇଲେ ପୋକ୍ସୋ କୋର୍ଟ । ୨୦୨୦ରେ ଝୁମ୍ପୁରା ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ଦଣ୍ଡାଦେଶ । ପୀଡିତାଙ୍କୁ  ୭ ଲକ୍ଷ କ୍ଷତିପୂରଣ ଦେବାକୁ ଡିଏଲଏସଏ କୁ ନିର୍ଦ୍ଦେଶ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking