20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସମ୍ବିଧାନ ଦେଶର  ସବୁଠୁ ବଡ ଓ ପବିତ୍ର ଗ୍ରନ୍ଥ -  ରାଷ୍ଟ୍ରପତି

ସମ୍ବିଧାନ ଦେଶର  ସବୁଠୁ ବଡ ଓ ପବିତ୍ର ଗ୍ରନ୍ଥ –  ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ  ସମ୍ବୋଧନ । ସଂସଦର ଉଭୟ ଗୃହକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି । କହିଛନ୍ତି, ସମ୍ବିଧାନ ଦେଶର ସବୁଠୁ ବଡ ଓ ପବିତ୍ର ଗ୍ରନ୍ଥ । ମହିଳା ସଶକ୍ତୀକରଣରେ ନୂଆ ଯୁଗର ଆରମ୍ଭ ହୋଇଛି । ସକ୍ରିୟ ଭାଗୀଦାର ପାଇଁ ଆମ ସମ୍ବିଧାନ ମଜଭୁତ ହୋଇଛି । ସମ୍ବିଧାନ ଦିବସ ଅବସରରେ ସଂସଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।  ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦ ସେଣ୍ଟ୍ରାଲ ହଲରେ କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ସମ୍ବିଧାନ ଦିବସର ଥିମ – ଆମ ସମ୍ବିଧାନ, ଆମ ସ୍ୱାଭିମାନ ।ସ କାୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ସମ୍ବିଧାନର୭୫ ବର୍ଷ ଅବସରରେ ୭୫ ଟଙ୍କିଆ କଏନ ଉନ୍ମୋଚନ  ା ୭୫ ଟଙ୍କିଆ କଏନ ଉନ୍ମୋଚନ କରିବେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଛି ପୁସ୍ତକ ଓ ଡାକ ଟିକେଟ ମଧ୍ୟ ଉନ୍ମୋଚନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking