18.1 C
Bhubaneswar
Monday, November 25, 2024
Homeଓଡିଶାଆସନ୍ତା ଅଗଷ୍ଟ ୧୯ ଓ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଆସନ୍ତା ଅଗଷ୍ଟ ୧୯ ଓ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୯ ଓ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏହି ଦିନଗୁଡ଼ିକରେ ସରକାରୀ ଛୁଟି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଆସନ୍ତା ଅଗଷ୍ଟ ୧୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଓ ଅଗଷ୍ଟ ୨୬ ତାରିଖରେ ଶ୍ରୀ କୃଷ୍ଣ ଜନ୍ମ ଥିବାରୁ ଯାହା ସରକାରୀ ଛୁଟି ଭାବରେ ଘୋଷଣା କରାଯାଇଛି । ସେଥିପାଇଁ ଭୁବନେଶ୍ୱରସ୍ଥିତ ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking