28.1 C
Bhubaneswar
Monday, December 15, 2025
Homeଓଡିଶାଦୁର୍ଘଟଣାରେ ଜଳିଗଲା କାର

ଦୁର୍ଘଟଣାରେ ଜଳିଗଲା କାର

ଭୁବନେଶ୍ୱର : ଦୁର୍ଘଟଣାରେ ଜଳିଗଲା କାର। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ସିଡ଼ି ନିକଟରେ ଦୁର୍ଘଟଣା। କାର ଓ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର। ଦୁର୍ଘଟଣାରେ ଜଳି ଯାଇଛି କାର। ପିପିଲି ଅଗ୍ନିଶମ ବାହୀନି ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking