21.1 C
Bhubaneswar
Friday, February 6, 2026
Homeଓଡିଶାହୁତୁ ହୁତୁ ହୋଇ ଜଳିଗଲା କାର

ହୁତୁ ହୁତୁ ହୋଇ ଜଳିଗଲା କାର

ସମ୍ବଲପୁର: ସମ୍ବଲପୁର ଚର୍ଚ୍ଚ ଛକରେ ସୋମବାର ଏକ ଅଘଟଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପାର୍କିଂରେ ଠିଆ ହୋଇଥିବା ବେଳେ ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋର ଥିଲା ଯେ, କାର୍‌ଟି ହୁତୁ ହୁତୁ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟ ଯୋଗୁ କାର୍‌ରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking