ଝାରସୁଗୁଡା : ବନ୍ଧବାହାଲରେ ଚାଲିଲା ବୁଲଡୋଜର । ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତିରେ ଚାଲିଲା ବୁଲଡୋଜର । ଏମଡି ସୋନୁ ଜବର ଦଖଲ କରିଥିବା ଜାଗାରେ ଚାଲିଲା ବୁଲଡୋଜର । ବୁଲଡୋଜର ଚଢାଇ ଜବରଦଖଲ ଉଚ୍ଛେଦ । ମାଂସ ଦୋକାନ,ଗ୍ୟାରେଜ ଓ ରାସନ ଦୋକାନରେ ଚାଲିଲା ବୁଲଡୋଜର । ଏମଡି ସୋନୁ ନାଁରେ ୪ଟି ଅପରାଧିକ ମାମଲା ରହିଛି । ପରିବାର ନାଁରେ ରହିଛି ୩୦ରୁ ଅଧିକ ମାମଲା ।










