25.1 C
Bhubaneswar
Thursday, February 5, 2026
Homeଓଡିଶାଗାଏବ ହେଲା ହାଡଭଙ୍ଗା ଶୀତ

ଗାଏବ ହେଲା ହାଡଭଙ୍ଗା ଶୀତ

ଭୁବନେଶ୍ୱର: ରାଜ୍ୟରେ ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଲା ତାପମାତ୍ରା । ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ବଢ଼ିଲା ରାତି ତାପମାତ୍ରା। ରାଉରକେଲାରେ ତାପମାତ୍ରା ୮ ଡିଗ୍ରୀ ଥବା ବେଳେ ଝାରସୁଗୁଡାରେ ତାପମାତ୍ରା ୮.୩ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୧୨.୦୬ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୧୨.୭ ଡିଗ୍ରୀ, ହୀରାକୁଦରେ ତାପମାତ୍ରା ୧୩.୯ ଡିଗ୍ରୀ, ବାଲେଶ୍ୱରରେ ତାପମାତ୍ରା ୧୫.୯ ଡିଗ୍ରୀ, ପାରାଦୀପରେ ତାପମାତ୍ରା ୧୫.୫ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୧୫.୭ ଡିଗ୍ରୀ ଏବଂ ପୁରୀରେ ତାପମାତ୍ରା ୧୮.୪ ଡିଗ୍ରୀ ରେକର୍ଡ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking