24.1 C
Bhubaneswar
Tuesday, March 17, 2026
Homeଓଡିଶା୨ଦିନ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

୨ଦିନ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କଟକ: ଗତ ସୋମବାର ଦିନ କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର। ଦୁଇ ଦିନ ପରେ ଆଜି ସକାଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ହେଲେ ତାରିଣୀ ପ୍ରସାଦ । ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ। ଗତ ସୋମବାର ତାରିଣୀ ପ୍ରସାଦ କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ନିଜ ଗାଡ଼ି ରଖିଥିଲେ। ଏହାପରେ ସେ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking