17.1 C
Bhubaneswar
Wednesday, February 4, 2026
Homeଓଡିଶାଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ

ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ

ବରଗଡ:  ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର କରାଯାଇଛି । ଅତାବିରା ଥାନା କୁମେଲ ସିଙ୍ଘା ଗାଁର ଏକ ଗଛରୁ  ଉଦ୍ଧାର ହୋଇଛି ।  ତେବେ ଯୁବକ , ଯୁବତୀ ଙ୍କୁ କିଏ ହତ୍ୟା କରିଛି କି ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।  ପୋଲିସ ଏ ନେଇ ମୃତଦେହକୁ  ଜବତ କରିଛି ଘଟଣାରେ ଛାନଭିନ କରୁଛି ପୋଲିସ  । ମୃତକଙ୍କ ପରିବାର ଲୋକ ଏହି ଦୁଖଦ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking