34.1 C
Bhubaneswar
Sunday, March 30, 2025
Homeଓଡିଶାଝୁଲୁଛି ଯୁବକ, ଯୁବତୀଙ୍କ ମୃତଦେହ

ଝୁଲୁଛି ଯୁବକ, ଯୁବତୀଙ୍କ ମୃତଦେହ

ନୂଆପଡା: ଯୁବକ, ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଧରମବନ୍ଧା ଥାନା  ପତୋରା ଶିବ  ମନ୍ଦିର ପଛପଟୁ  ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିନି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ।  ପରିବାର ବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking