26.8 C
Bhubaneswar
Monday, April 6, 2026
Homeଓଡିଶାଉଦ୍ଧାର ହେଲା ମଝି ଚିଲିକାରେ ପଶିଥିବା ଡଙ୍ଗା

ଉଦ୍ଧାର ହେଲା ମଝି ଚିଲିକାରେ ପଶିଥିବା ଡଙ୍ଗା

ଭୁବନେଶ୍ୱର : ସୁରକ୍ଷିତ ଉଦ୍ଧାର ହେଲା ମଝି ଚିଲିକାରେ ପଶିଥିବା ଡଙ୍ଗା । ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସକାଳେ ଚିଲିକା ମଝିରେ ଅଟକି ରହିଥିଲା ଡଙ୍ଗା । ଡଙ୍ଗାରେ ୧୭ଜଣ ଯାତ୍ରୀଙ୍କ ସହିତ ବାଇକ ମଧ୍ୟ ରହିଥିଲା । ଆଜି ସକାଳେ ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ବାହାରିଥିବା ଡଙ୍ଗାଟି ମଝି ଚିଲିକାରେ ପଶିରହିଥିଲା । ପ୍ରାୟ ୧ଘଣ୍ଟା ଧରି ପଶି ରହିବ ପରେ ଏହି ସମୟରେ କିଛି ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking