29.1 C
Bhubaneswar
Monday, March 30, 2026
Homeଓଡିଶାମଝି ଚିଲିକାରେ ଫସିଲା ଡଙ୍ଗା

ମଝି ଚିଲିକାରେ ଫସିଲା ଡଙ୍ଗା

ଚିଲିକା : ମଝି ଚିଲିକାରେ ଫସିଲା ଡଙ୍ଗା । ଚିଲିକା ଜହ୍ନିକୁଦା ଘାଟରୁ ସକାଳେ ବାହାରିଥିଲା ଡଙ୍ଗା । ଡଙ୍ଗାରେ ୧୭ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଅଟକିଯାଇଥିଲା ଡଙ୍ଗା । ଯାତ୍ରୀଙ୍କ ସହ ଡଙ୍ଗାରେ ୭ଟି ବାଇକ୍‌ ମଧ୍ୟ ରହିଛି । ସାଢ଼େ ୭ଟାରେ ଜହ୍ନିକୁଦା ଘାଟ ନିକଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରି ଥିବା ବେଳେ ଚିଲିକା ମଝିରେ ଅଟକି ରିହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking