16.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରେନ ଆଗକୁ ଡେଇଁଲେ ବ୍ଲଗର

ଟ୍ରେନ ଆଗକୁ ଡେଇଁଲେ ବ୍ଲଗର

ଭୁବନେଶ୍ୱର: ରେଳ ଧାରଣା ନିକଟରୁ ବ୍ଲଗରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପଲାସପଲ୍ଲୀରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀ ଦେଇଥିବା ସୂଚନା ଅନୁସାରେ, ଟ୍ରେନ ଆଗକୁ ଡେଇଁ ଯୁବକ ଜଣକ ଜୀବନ ହାରିଛନ୍ତି । ଟ୍ରେନ ଆଗକୁ ଡେଇଁବା ପୂର୍ବରୁ କାହା ସହ ଫୋନରେ ଯୁକ୍ତିତର୍କ କରୁଥିବା ନେଇ ସୂଚନା ମିଳିଛି । ମୃତକ ଜଣକ ହେଲେ ସନ୍ଦୀପ କୁମାର ଦାସ । ବାଇକରେ ବ୍ଲଗ କରୁଥିଲେ ବ୍ଲଗର ସନ୍ଦୀପ କୁମାର ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking