28.1 C
Bhubaneswar
Tuesday, September 24, 2024
Homeଓଡିଶାଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅ

ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅ

ପୁରୀ : ଶ୍ରୀମନ୍ଦିରରେ ଘିଅର ମାନ ନେଇ ଜିଲ୍ଲାପାଳଙ୍କ ବଡ ବୟାନ । ନକଲି ଘିଅର ବ୍ୟବହାର ହେଉଥିବା ସମ୍ଭାବନା ରହିଛି । ଯଦି ଆବଶ୍ୟକ ପଡେ ଖୁବ୍‌ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ । ଏନେଇ ଓମ୍‌ଫେଡ୍ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ । ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ।ବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking