25.1 C
Bhubaneswar
Sunday, April 5, 2026
Homeଓଡିଶାବିଧାନସଭା ନୀତିନିୟମରେ ହେଉଛି : ମହାଲିଙ୍ଗ

ବିଧାନସଭା ନୀତିନିୟମରେ ହେଉଛି : ମହାଲିଙ୍ଗ

ଭୁବନେଶ୍ୱର : ବିଧାୟକଙ୍କୁ ତାଲିମ୍ ପ୍ରସଙ୍ଗ ; ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସବୁ ବିଧାନସଭା ଆରମ୍ଭରୁ ନୂଆ ବିଧାୟକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ହୁଏ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ, ମୁଖ୍ୟମନ୍ତ୍ରୀ ବି ରହିବେ କହିଲେ ମୁକେଶ ମହାଲିଙ୍ଗ । ଅତିଥି ହିସାବରେ ରଣେନ୍ଦ୍ର ସ୍ୱାଇଁ, ପ୍ରଭୁଲ୍ଲ ଘଡେଇ,ନରସିଂହ ମିଶ୍ର ରହିବେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମଧ୍ୟ ଉପସ୍ଥିତ ରହିବେ । ବିଧାନସଭା ନୀତିନିୟମରେ ହେଉଛି , ଦଳୀୟ କେମିତି ହେଲା ସେମାନେ କହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking