25.1 C
Bhubaneswar
Tuesday, February 3, 2026
Homeଓଡିଶାହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ

ହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ

ଭୁବନେଶ୍ୱର: ରାସ୍ତାରେ ହୁତୁ ହୋଇ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଗତକାଲି ବିଳମ୍ବିତ ରାତିରେ ଖୋର୍ଧା ଆୟତପୁର ନିକଟରେ ଜଳିଯାଇଛି ଆମ୍ବୁଲାନ୍ସ । ଗାଡି ଗଡୁଥିବା ସମୟରେ ହଠାତ ବ୍ୟାଟେରୀ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ଡ୍ରାଇଭର । ଅଗ୍ନି ନିର୍ୱାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା । ଜୀବନ ବଞ୍ଚାଇ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିଥିଲେ ଗାଡିର ୩ ଜଣ କର୍ମଚାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking