ଭୁବନେଶ୍ୱର: ଗୃହରେ ଆଦାନୀ ପ୍ରସଙ୍ଗ ଉଠାଇଲେ ବିଜେଡି । ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବରଗଡରେ ସରକାରୀ ସିମେଣ୍ଟ କମ୍ପାନୀ ବନ୍ଦ ରହିଛି । ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍ ଆଣି କ୍ଲିଙ୍କର୍ ପ୍ରତିଷ୍ଠା ହେଉଛି । ୨୦୦୩ରେ ଘରୋଇକରଣ କରି ଏସିସିକୁ ଦିଆଗଲା । କର୍ମଚାରୀଙ୍କୁ ଜବରଦସ୍ତ ଭିଆର୍ଏସ୍ ଦିଆଯାଉଥିବା ଅଭିଯୋଗ ।