ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନିନ୍ଦା କଲା ୟୁରୋପୀୟ ସଂଘ । ଭାରତର କାଯ୍ୟାନୁଷ୍ଠାନକୁ ସମର୍ଥନ କଲା ଇୟୁ । ଭାରତକୁ ୟୁରୋପୀୟ ୟୁନିୟନର ସମର୍ଥନ । ଅନ୍ୟପଟେ ଭାରତ- ବଂଲାଦେଶ ସୀମାରେ ନାଇଟ କର୍ଫ୍ୟୁ । ୨ ମାସ ପାଇଁ ଲାଇଟ କର୍ଫ୍ୟୁ ଲାଗୁ ହୋଇଛି ।