25.1 C
Bhubaneswar
Saturday, October 26, 2024
Homeଓଡିଶାବିମାନ ବନ୍ଦରରେ ବାଘ ଆତଙ୍କ

ବିମାନ ବନ୍ଦରରେ ବାଘ ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ । ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଥିବା ନେଇ ସୂଚନା । ବାଘକୁ ଠାବ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି । ପ୍ରତିଦିନ ବିମାନ ବନ୍ଦରକୁ ନେଇ କିଛି ନା କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହା ଏବେ ଚାରିଆଡେ ଖୁବ ଚର୍ଚାର ବିଷୟ ପାଲଟିଛି । କେତେବେଳେ ବିମାନ ବନ୍ଦରରେ ବୋମା ଥିବାର ହୋକ୍ସ କଲ ଆସୁଛି ତ ଆଉ କେତେବେଳେ ବିମାନ ବନ୍ଦର କୁ ଧମକ କଲ ଆସୁଛି ସେହି ପରିପେକ୍ଷୀରେ ପୁଣି ଆଜି ବିମାନ ବନ୍ଦରରେ ବାଘ ଲୁଚି ରହିଥିବା ନେଇ ଘଟଣା ସାମ୍ନା କୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking