21.1 C
Bhubaneswar
Wednesday, December 17, 2025
Homeଓଡିଶାଜୀବନ ହାରିଲେ ଦଶମ ଛାତ୍ର

ଜୀବନ ହାରିଲେ ଦଶମ ଛାତ୍ର

କେନ୍ଦୁଝର: ଛାତରୁ ଡେଇଁ  ଜୀବନ ହାରିଲେ ଦଶମ ଛାତ୍ର । ଚମ୍ପୁଆ ସ୍ଥିତ ଘରୋଇ ସ୍କୁଲ ହଷ୍ଟେଲ ଛାତରୁ ଡେଇଁ ପଡିଲେ । କାହିଁକି ଛାତରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ  ହଷ୍ଟେଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକେ ମୃତ୍ୟୁ ଖବର ଶୁଣି  ସେମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking